“ତୀର୍ଥଯାତ୍ରା ” ଭ୍ମଣ କାହାଣୀରେ ଆଦ୍ୟରୁ ଅନ୍ତ ପର୍ଯ୍ୟନ୍ତ ତୀର୍ଥ ସ୍ଥଳରେ ମିନତୀ ପ୍ରତ୍ୟକ୍ଷରେ ସାଥି ହୋଇଥିଲେ। କାହାଣୀରେ ଗୋଟିଏ ପାଦ ଆଗକୁ ବଢି ଶବ୍ଦ ବିନ୍ୟାସରେ ଅକୁଣ୍ଠ ପ୍ରେରଣା, ପୁସ୍ତକ ରଚନାରେ ସଫଳ ହୋଇପାରିଛି। ଧର୍ମପତ୍ନୀ ମିନତୀ ମୋ ଜୀବନରେ ଶ୍ରେଷ୍ଠ ପଥପ୍ରଦର୍ଶକ ସାଜିଛନ୍ତି। ମୋ ଆକାଶର ତାରା,ଗଙ୍ଗା ତୀରେ ଅଭୁଲା କଳ୍ପନା ହୃଦୟର ଏକ କାହାଣୀ। ଆନନ୍ଦ ଓ ବିଷାଦ ମଧ୍ୟରେ ୩୬ତମ ବିବାହ ବାର୍ଷିକୀ ପହଞ୍ଚି ଯାଇଛି। ଆଜିର ଖୁସି ଅବସରରେ “ତୀର୍ଥଯାତ୍ରା” ଭ୍ରମଣ କାହାଣୀ ତୁମ ଉଦ୍ଦେଶ୍ୟରେ ହୃଦୟର ସହ ସମର୍ପିତ କରୁଛି।
TRAVEL / Special Interest / Family
TEERTHA JATRA (TRAVEL STORY)
₹499.00
By: Dillip Kumar Nayak
ISBN: 9789366656427
Language: Odia
Pages: 178
Format: Paperback
Category: TRAVEL / Special Interest / Family
Delivery Time: 7-9 Days

Reviews
There are no reviews yet.