Paschim Odisha Anubhuti

499.00

By: Dillip Kumar Nayak

ISBN: 9789366651422

Language: Odia

Pages: 224

Format: Paperback

Category: TRAVEL / General

Delivery Time: 7-9 Days

Add to Wishlist
Add to Wishlist

ଆଦ୍ୟ ଓ ପ୍ରାନ୍ତରେ ରେଳ ଯାତ୍ରା ସୂତ୍ରପାତ ହୁଏ। ସପ୍ତ -ଭଗ୍ନୀଙ୍କ ଦର୍ଶନ ପରେ ବେଦବ୍ୟାସ ଧାମରୁ ସୋମ ତୀର୍ଥ, ମହାନଦୀ ଉପତ୍ୟକା ସମ୍ବଲପୁରର ହୀରା ମୋତି ମାଣିକ୍ୟର ସଭ୍ୟତା ଠାରୁ ସୁବର୍ଣ୍ଣପୁର ଦ୍ଵିତୀୟ କାଶୀ ,ହୀରା ସାଗର ଯାଏଁ ବ୍ୟାପ୍ତ। ଗନ୍ଧମାର୍ଦନ ଚୂଳରୁ ବିଜୁଳି ରାଣୀର ଉତ୍ସ ବୁର୍ଲା ଓ ବନ ଝରଣା ଜଳପ୍ରପାତ ନଈ ପ୍ରକୃତି କୋଳରେ ଭ୍ରମଣରେ ସସ୍ତ୍ରିକ ହାତଛଡା କରିନଥିଲୁ। ବିଷାଦ ବଦଳେ କେବଳ ଆନନ୍ଦ ହିଁ ଆନନ୍ଦ। ପିତୃଦେବଙ୍କ ମହନୀୟତା ଦୟାଳୁ ତ୍ୟାଗ ମାନବ ଗୁଣ ପାଇଁ ସ୍ମରଣୀୟ। ଯାହାଙ୍କ କୃପାରେ ଲେଖାଟି ସଫଳ ହୋଇ ପାରିଛି। ବତିଶଟି ଅନୁ ଛେଦରେ ଜୀବନ୍ତ ସରସୀ ସୁନ୍ଦର ଜିଅନ୍ତା କାହାଣୀ ଲିପିବଦ୍ଧ। ଶ୍ରୀଯୁକ୍ତ କାମରାଜୁ ନାୟକଙ୍କ ପୁଣ୍ୟ ତିଥିରେ “ପଶ୍ଚିମ ଓଡ଼ିଶା ଅନୁଭୂତି”, ଶୀର୍ଷକ ଭ୍ରମଣ କାହାଣୀ ପୁସ୍ତକଟି ଗଭୀର ଶ୍ରଦ୍ଧା ଓ ସ୍ମରଣ ସହ ଉତ୍ସର୍ଗ କରୁଛି।

Reviews

There are no reviews yet.

Be the first to review “Paschim Odisha Anubhuti”

Your email address will not be published. Required fields are marked *

Shopping Cart
Scroll to Top
Form
Sign Up for Unbeatable Offers